# Touch me and see ... you see me having ତାଙ୍କୁ ସ୍ପର୍ଶ କରି ନିଶ୍ଚିତ ହେବା ନିମନ୍ତେ ଯୀଶୁ ସେମାନଙ୍କୁ କହନ୍ତି ଯେ, ସେ ଭୂତ ନୁହନ୍ତି I ଏହି ଦୁଇଟି ବାକ୍ୟକୁ ସଂଯୋଗ ଓ ପୁଣି ଥରେ କ୍ରମାନ୍ୱୟ କରିବା ହୁଏତ ସହାୟକ ହେବ I ବିକଳ୍ପ ଅନୁବାଦ: “ମୋତେ ସ୍ପର୍ଶ କର ଏବଂ ଅନୁଭବ କର ଯେ ମୋର ମାଂସ ଓ ଅସ୍ଥି ଅଛି, ଗୋଟିଏ ଭୂତର ସେପରି ନ ଥାଏ” # flesh and bones ଏହା ଶରୀରକୁ ଉଲ୍ଲେଖ କରିବା ପାଇଁ ଏକ ଶୈଳୀ ଅଟେ I