# they became terrified ଭୀତଗ୍ରସ୍ତ ହେଲେ # bowed down their faces to the earth ସେମାନେ ତଳକୁ ନଇଁ ପଡିଲେ I ଏହି ଅଭିବ୍ୟକ୍ତି ସେମାନଙ୍କର ନମ୍ରତା ଏବଂ ସେହି ଲୋକମାନଙ୍କ ପ୍ରତି ସେମାନଙ୍କ ସମର୍ପଣକୁ ପ୍ରକାଶ କରେ I (ଦେଖ: [[rc://*/ta/man/translate/translate-symaction]]) # Why do you seek the living among the dead? ଜଣେ ଜୀବିତ ବ୍ୟକ୍ତିଙ୍କୁ ସମାଧି ଭିତରେ ସେହି ସ୍ତ୍ରୀଲୋକମାନେ ଅନ୍ୱେଷଣ କରିବା ବିଷୟକୁ ସେହି ବ୍ୟକ୍ତିମାନେ ମୃଦୁ ଭାବରେ ସମାଲୋଚନା କରିବା ନିମନ୍ତେ ଏକ ପ୍ରଶ୍ନ ବ୍ୟବହାର କରନ୍ତି I ବିକଳ୍ପ ଅନୁବାଦ: “ ତୁମ୍ଭେମାନେ ମୃତଲୋକମାନଙ୍କ ମଧ୍ୟରେ ଜୀବିତଙ୍କର ଅନ୍ୱେଷଣ କରୁଅଛ” କିମ୍ବା “ତୁମ୍ଭେମାନେ ଜୀବିତ ଥିବା ଜଣେ ବ୍ୟକ୍ତିଙ୍କୁ ମୃତ ଲୋକମାନଙ୍କୁ ଯେଉଁଠି ସମାଧିସ୍ଥ କରାଯାଏ ସେଠାରେ ଅନ୍ୱେଷଣ କରିବା ଉଚିତ୍ ନୁହେଁ !” (ଦେଖ: [[rc://*/ta/man/translate/figs-rquestion]]) # Why do you seek ଏଠାରେ “ତୁମ୍ଭେମାନେ” ବହୁବଚନ ଶବ୍ଦ ଅଟେ, ଯାହା ଆସିଥିବା ସେହି ସ୍ତ୍ରୀଲୋକମାନଙ୍କୁ ସୂଚାଉଛି I (ଦେଖ: [[rc://*/ta/man/translate/figs-you]])