# about the sixth hour ପ୍ରାୟ ମଧ୍ୟାହ୍ନ ସମୟରେ I ଘଣ୍ଟା ଗଣନା କରିବା ସମୟ, ଯାହା ଦିବସ ଆଗମନର ପ୍ରାତଃ 6:00 ରୁ ଆରମ୍ଭ ହୁଏ, ଏହା ସେହି ପ୍ରଥାକୁ ପ୍ରତିଫଳିତ କରେ I # darkness came over the whole land ସମୁଦାୟ ଦେଶ ଅନ୍ଧକାର ହୋଇଗଲା # until the ninth hour ତିନି ଘଣ୍ଟା ପର୍ଯ୍ୟନ୍ତ I ଘଣ୍ଟା ଗଣନା କରିବା ସମୟ, ଯାହା ଦିବସ ଆଗମନର ପ୍ରାତଃ 6:00 ରୁ ଆରମ୍ଭ ହୁଏ, ଏହା ସେହି ପ୍ରଥାକୁ ପ୍ରତିଫଳିତ କରେ I