# the other rebuked him ଅନ୍ୟ ଅପରାଧିଟି ତାକୁ ତିରସ୍କାର କଲା # Do you not even fear God, since you are under the same condemnation? ସେହି ଅପରାଧୀ ଅନ୍ୟ ଅପରାଧିକୁ ଭର୍ସନା କରିବା ନିମନ୍ତେ ଏକ ପ୍ରଶ୍ନ ବ୍ୟବହାର କରେ I ବିକଳ୍ପ ଅନୁବାଦ: “ତୁ ଈଶ୍ୱରଙ୍କୁ ଭୟ କରିବା ଉଚିତ୍, କାରଣ ସେମାନେ ତୋତେ ଯେଉଁ ଦଣ୍ଡ ଦେଉଛନ୍ତି ତାଙ୍କୁ ମଧ୍ୟ ସେହି ସମାନ ଦଣ୍ଡ ଦେଉଛନ୍ତି” ବା “ତୋର ନିଶ୍ଚିତ ଭାବରେ ଈଶ୍ୱରଭୟ ନାହିଁ, ଯେହେତୁ ତୁ ତାଙ୍କୁ ପରିହାସ କରୁଛୁ ଯେତେବେଳେ ତୁ ନିଜେ ଏକ କ୍ରୁଶ ଉପରେ ଝୁଲୁଛୁ ଠିକ ଯେପରି ସେ ଝୁଲୁଛନ୍ତି” (ଦେଖ: [[rc://*/ta/man/translate/figs-rquestion]])