# insulted him ଯୀଶୁଙ୍କୁ ଅପମାନିତ କଲେ # Are you not the Christ? Save yourself ଜଣେ ଅପରାଧୀ ଯୀଶୁଙ୍କୁ ପରିହାସ କରିବା ନିମନ୍ତେ ଏକ ପ୍ରଶ୍ନ ବ୍ୟବହାର କରେ I ବିକଳ୍ପ ଅନୁବାଦ: “ତୁ ଦାବୀ କରୁଛୁ ଯେ ତୁ ଖ୍ରୀଷ୍ଟ ଅଟୁ I ନିଜକୁ ରକ୍ଷା କର” ବା “ଯଦି ତୁ ପ୍ରକୃତରେ ଖ୍ରୀଷ୍ଟ ଅଟୁ, ତୁ ନିଜକୁ ରକ୍ଷା କରିବା କଥା” (ଦେଖ: [[rc://*/ta/man/translate/figs-rquestion]]) # Save yourself and us ସେହି ଅପରାଧୀ ପ୍ରକୃତରେ ଭାବିଲା ନାହିଁ ଯେ ଯୀଶୁ ସେମାନଙ୍କୁ କ୍ରୁଶରୁ ଉଦ୍ଧାର କରି ପାରିବେ I (ଦେଖ: [[rc://*/ta/man/translate/figs-irony]])