# him ଯୀଶୁ # coming up ଯୀଶୁଙ୍କ ଅତି ନିକଟକୁ ଆସିଲେ # offering him vinegar ଯୀଶୁଙ୍କୁ ଅମ୍ଲରସ ପିଇବା ପାଇଁ ଯାଚିଲେ I ଅମ୍ଲରସ ଏକ ଶସ୍ତା ଧରଣର ପାନୀୟ ଅଟେ ଯାହା ସାଧାରଣ ଲୋକମାନେ ପାନ କରନ୍ତି I ସୈନ୍ୟମାନେ ଯୀଶୁଙ୍କୁ ଏକ ଶସ୍ତା ଧରଣର ପାନୀୟ ଦେବା ଦ୍ୱାରା ଏଭଳି ଜଣେ ବ୍ୟକ୍ତିଙ୍କୁ ପରିହାସ କରନ୍ତି ଯିଏ ଦାବୀ କରନ୍ତି ଯେ ସେ ଜଣେ ରାଜା ଅଟନ୍ତି I