# when heard this ଶୁଣିଲେ ଯେ ଯୀଶୁ ଗାଲିଲୀରେ ଶିକ୍ଷା ଦେବା ଆରମ୍ଭ କଲେ # he asked whether the man was a Galilean ପିଲାତ ଜାଣିବାକୁ ଚାହିଁଲେ ଯେ ଯୀଶୁ କେଉଁ ସ୍ଥାନରୁ ଆସିଲେ କାରଣ ସେ ଚାହିଁଲେ ଯେ ଅପେକ୍ଷାକୃତ ନିମ୍ନ-ପାହ୍ୟାର ଜଣେ ଅଧିକାରୀ ଯୀଶୁଙ୍କର ବିଚାର କରୁ I ଯଦି ଯୀଶୁ ଗାଲିଲୀରୁ ଆସିଛନ୍ତି, ପିଲାତ ହେରୋଦଙ୍କୁ ଯୀଶୁଙ୍କର ବିଚାର କରିବା ନିମନ୍ତେ ଦେଇପାରିବେ କାରଣ ଗାଲିଲୀ ଉପରେ ହେରୋଦଙ୍କର ଅଧିକାର ବା କ୍ଷମତା ଥିଲା I # the man ଏହା ଯୀଶୁଙ୍କୁ ସୂଚାଏ