# You are also one of them ତୁମେ ମଧ୍ୟ ସେମାନଙ୍କ ମଧ୍ୟରୁ ଜଣେ ଯେଉଁମାନେ ଯୀଶୁଙ୍କ ସହିତ ଥିଲେ # Man, I am not ପିତର ସେହି ଲୋକର ନାମ ଜାଣି ନ ଥିଲେ I “ଭାଇ” ବୋଲି ତାକୁ ଡାକିବା ଦ୍ୱାରା ସେ ତାହାକୁ ଅପମାନିତ କରୁ ନାହାନ୍ତି I ଯଦି ଲୋକମାନେ ଭାବିବେ ଯେ ସେ ତାକୁ ଅପମାନିତ କରୁଛନ୍ତି, ତେବେ ତୁମର ସଂସ୍କୃତିଗତ ଶୈଳୀ ଅନୁସାରେ ଜଣେ ପୁରୁଷ ନିମନ୍ତେ ସେ ଜାଣି ନ ଥିବା ଜଣେ ପୁରୁଷକୁ ସମ୍ବୋଧନ କରିବା ପାଇଁ ଗ୍ରହଣୀୟ ଶବ୍ଦ ବ୍ୟବହାର କରିପାରିବ, କିମ୍ବା ତୁମେ ସେହି ଶବ୍ଦକୁ ବାଦ ଦେଇ ପାରିବ I