# as he sat in the light of the fire ସେ ନିଆଁ ପାଖରେ ବସିଲେ ଏବଂ ଏହାର ଶିଖା ତାଙ୍କର ମୁହଁକୁ ଝଲସାଇଲା # and looking straight at him, said ଏବଂ ସେ ପିତରଙ୍କ ଆଡକୁ ସିଧାସଳଖ ଦେଖିଲା ଏବଂ ପ୍ରାଙ୍ଗଣରେ ଥିବା ଅନ୍ୟ ଲୋକମାନଙ୍କୁ କହିଲା # This man also was with him ସେହି ସ୍ତ୍ରୀଲୋକଟି ଲୋକମାନଙ୍କୁ ପିତର ଯୀଶୁଙ୍କ ସହିତ ଥିବା ସମ୍ପର୍କରେ କହୁଥିଲା I ସେ ବୋଧହୁଏ ପିତରଙ୍କ ନାମ ଜାଣି ନ ଥିଲା I