# they had kindled a fire କେତେକ ଲୋକ ନିଆଁ ଜାଳିଥିଲେ I ଶୀତ ରାତିରେ ଲୋକମାନଙ୍କୁ ଉଷୁମ କରି ରଖିବା ନିମନ୍ତ ନିଆଁ ଜଳାଯାଉଥିଲା I ବିକଳ୍ପ ଅନୁବାଦ: “କିଛି ଲୋକ ନିଜକୁ ଉଷୁମ ରଖିବା ପାଇଁ ନିଆଁ ଜାଳିଲେ” # the middle of the courtyard ଏହା ମହାଯାଜକଙ୍କ ଗୃହର ପ୍ରାଙ୍ଗଣ ଥିଲା I ଏହାର ଚାରିପଟେ ପାଚେରୀ ରହିଥିଲା ମାତ୍ର ଛାତ ନ ଥିଲା I # in the midst of them ସେମାନଙ୍କ ସହିତ ମିଶି