# about a stone's throw ଜଣେ ଲୋକ ଗୋଟିଏ ପଥର ଫୋପାଡି ପାରିବା ଭଳି ଦୂରତା I ବିକଳ୍ପ ଅନୁବାଦ: “ଏକ ସ୍ୱଳ୍ପ ଦୂରତା” ବା ଆକଳନ କରାଯାଇଥିବା ଏକ ମାପ ପରି ପ୍ରାୟ “ପାଖାପାଖି ତିରିଶ ମିଟର” (ଦେଖ: [[rc://*/ta/man/translate/figs-idiom]])