# Connecting Statement: ଯୀଶୁ ତାଙ୍କର ଶିଷ୍ୟମାନଙ୍କ ସହିତ କଥାବାର୍ତ୍ତା କରିବା ସମାପ୍ତ କଲେ I # this which is written ଏହାକୁ ସକ୍ରିୟ ରୂପରେ ଅନୁବାଦ କରାଯାଇପାରିବ I ବିକଳ୍ପ ଅନୁବାଦ: “ଯାହା ଜଣେ ଭାବବାଦୀ ମୋ’ ସମ୍ପର୍କରେ ଶାସ୍ତ୍ରରେ ଲେଖିଲେ” (ଦେଖ: [[rc://*/ta/man/translate/figs-activepassive]]) # must be fulfilled ପ୍ରେରିତମାନେ ହୁଏତ ବୁଝିପାରି ନ ଥାଆନ୍ତେ ଯେ ଈଶ୍ୱର ଶାସ୍ତ୍ରରେ ଲିଖିତ ପ୍ରତ୍ୟେକ ବାକ୍ୟକୁ ସାଧନ କରିବେ I ବିକଳ୍ପ ଅନୁବାଦ: “ଈଶ୍ୱର ଏହାକୁ ସମ୍ପୂର୍ଣ୍ଣ କରିବେ” ବା “ଈଶ୍ୱର ଏହା ଘଟିବାକୁ ଦେବେ” (ଦେଖ: [[rc://*/ta/man/translate/figs-activepassive]]) # He was counted with the lawless ones ଏହି ସ୍ଥାନରେ ଯୀଶୁ ଶାସ୍ତ୍ରକୁ ଉଦ୍ଧୃତ କରୁଛନ୍ତି I ଏହାକୁ ସକ୍ରିୟ ରୂପରେ ବ୍ୟକ୍ତ କରାଯାଇପାରିବ I ବିକଳ୍ପ ଅନୁବାଦ: “ଲୋକମାନେ ତାଙ୍କୁ ଜଣେ ନିୟମ ଉଲଂଘନକାରୀ ଦଳର ଲୋକ ଭାବରେ ଗଣନା କଲେ” (ଦେଖ: [[rc://*/ta/man/translate/figs-activepassive]]) # the lawless ones ଯେଉଁମାନେ ନିୟମ ଉଲଂଘନ କରନ୍ତି ବା “ଅପରାଧୀମାନେ” # For indeed the things concerning me are being fulfilled ସାମ୍ଭାବ୍ୟ ଉତ୍ତରଗୁଡିକ 1) କାରଣ ଯେଉଁ ବିଷୟ ମୋ’ ସମ୍ପର୍କରେ ଭାବବାଦୀ ଭବିଷ୍ୟତବାକ୍ୟ କହିଥିଲେ ତାହା ସଫଳ ହେବାକୁ ଯାଉଛି” ବା 2) “କାରଣ ମୋହର ଜୀବନ ସମାପ୍ତି ଆଡକୁ ଯାଉଛି” (ଦେଖ: [[rc://*/ta/man/translate/figs-activepassive]])