# The one who does not have a sword should sell his cloak ଯୀଶୁ କୌଣସି ନିର୍ଦ୍ଧିଷ୍ଟ ବ୍ୟକ୍ତି ବିଷୟରେ ଉଲ୍ଲେଖ କରୁ ନ ଥିଲେ ଯାହାର ଖଣ୍ଡା ନ ଥିଲା I ବିକଳ୍ପ ଅନୁବାଦ: “ଯଦି କାହାର ଖଣ୍ଡା ନାହିଁ, ସେ ତାହାର ଚାଦର ବିକ୍ରୟ କରିବା ଉଚିତ୍” # cloak ଚାଦର ବା “ବାହ୍ୟ ଲୁଗା”