# you will sit on thrones ରାଜାମାନେ ସିଂହାସନମାନଙ୍କରେ ବସନ୍ତି I ସିଂହାସନରେ ବସିବା ରାଜତ୍ଵ କରିବାର ପ୍ରତୀକ ଅଟେ I ବିକଳ୍ପ ଅନୁବାଦ: “ତୁମ୍ଭେମାନେ ରାଜାଗଣ ଭାବରେ କାର୍ଯ୍ୟ କରିବ” ବା “ତୁମ୍ଭେମାନେ ରାଜାମାନଙ୍କ କାର୍ଯ୍ୟ କରିବ” (ଦେଖ: [[rc://*/ta/man/translate/figs-metonymy]])