# So he said to them ଯୀଶୁ ପ୍ରେରିତମାନଙ୍କୁ କହିଲେ # are masters over themlord it over them ବିଜାତିମାନଙ୍କ ଉପରେ ବଳପୂର୍ବକ ରାଜତ୍ଵ କରନ୍ତି # are referred to as ଶାସନ କରୁଥିବା ଲୋକମାନଙ୍କ ସମ୍ପର୍କରେ ହୁଏତ ଲୋକମାନେ ଭାବୁ ନ ଥିଲେ ଯେ ସେମାନେ ତାଙ୍କର ନିଜ ଲୋକମାନଙ୍କର ମଙ୍ଗଳ କରନ୍ତି I ବିକଳ୍ପ ଅନୁବାଦ: “ଖ୍ୟାତ ହେବାକୁ ଇଚ୍ଛା କରନ୍ତି” ବା “ଆପଣାମାନଙ୍କୁ ବୋଲାଇବା ପାଇଁ”