# For I say to you ଯୀଶୁ ଯାହା ପରବର୍ତ୍ତୀ ସମୟରେ କହିବାକୁ ଯାଉଛନ୍ତି ତାହାର ମହତ୍ତ୍ୱକୁ ଜୋର ଦେବା ପାଇଁ ଏହି ବାକ୍ୟାଂଶ ବ୍ୟବହାର କରନ୍ତି I # the fruit of the vine ଏହା ସେହି ରସକୁ ସୂଚାଏ ଯାହା ଅଙ୍ଗୁର ଲତାରେ ବଢ଼ିଥିବା ଅଙ୍ଗୁର ଫଳକୁ ଚିପୁଡି ବାହାର କରାଯାଇଥାଏ I ଦ୍ରାକ୍ଷାରସ ଅଙ୍ଗୁର ରସକୁ ଅମ୍ଳିକୃତ ପ୍ରକ୍ରିୟାରେ ପ୍ରସ୍ତୁତ କରାଯାଇଥାଏ I # until the kingdom of God comes ଯେପର୍ଯ୍ୟନ୍ତ ଈଶ୍ୱର ତାଙ୍କର ରାଜ୍ୟ ସ୍ଥାପନ ନ କରିଛନ୍ତି ବା “ଯେପର୍ଯ୍ୟନ୍ତ ଈଶ୍ୱର ତାଙ୍କ ରାଜ୍ୟରେ ରାଜତ୍ଵ ନ କରିଛନ୍ତି”