# Connecting Statement: ପିତର ଓ ଯୋହନଙ୍କୁ ଯୀଶୁ ଉପଦେଶ ଦେବା ଜାରି ରଖନ୍ତି # He will show you ଗୃହର କର୍ତ୍ତା ତୁମ୍ଭମାନଙ୍କୁ ଦେଖାଇବ # upper room ଉପର କୋଠରୀରେ I ଯଦି ତୁମ ସମ୍ପ୍ରଦାୟରେ ଗୃହମାନଙ୍କର କୋଠାରୀଗୁଡିକର ଉପରେ କୋଠାରୀଗୁଡିକ ନାହିଁ, ତେବେ ତୁମେ ସେହି ନଗରୀରେ କିପରି ଭାବରେ କୋଠାଗୁଡିକର ବର୍ଣ୍ଣନା କରିବ ତାହା ବିଚାର କରିବା ଆବଶ୍ୟକ ଅଟେ I