# He answered them ପିତର ଓ ଯୋହନଙ୍କୁ ଯୀଶୁ ଉତ୍ତର ଦେଲେ # Look ଯୀଶୁ ସେମାନଙ୍କୁ ଯାହା କହନ୍ତି ଠିକ ତାହା ପ୍ରତି ଗଭୀର ଧ୍ୟାନ ଦେବା ନିମନ୍ତେ ଏବଂ ତାହା କରିବା ପାଇଁ କହିବାକୁ ଯୀଶୁ ଏହି ଶବ୍ଦର ବ୍ୟବହାର କଲେ I # a man bearing a pitcher of water will meet you ତୁମ୍ଭେମାନେ ଜଣେ ଲୋକକୁ ଏକ ଜଳକୁମ୍ଭ ବୋହି ଯାଉଥିବା ଦେଖିବ # bearing a pitcher of water ଏକ କୁମ୍ଭ ବୋହି ନେଇ ଯାଉଥିବ ଯାହା ଭିତରେ ଜଳ ଥିବ I ସେ ହୁଏତ ତାହାର କାନ୍ଧରେ କୁମ୍ଭକୁ ବୋହି ନେଇ ଯାଉଥିବ I # Follow him into the house ତାହାର ପଛେ ପଛେ ଯାଅ, ଏବଂ ଗୃହ ଭିତରକୁ ଯାଅ