# General Information: ଏହା କାହାଣୀର ଏହି ଭାଗର କାର୍ଯ୍ୟଗୁଡିକର ଆରମ୍ଭ ଅଟେ I # Satan entered into Judas ... Iscariot ଏହା ବୋଧହୁଏ ଭୂତଗ୍ରସ୍ତ ହେବାର ଅନୁରୂପ ଅଟେ I