# and the second ଅନେକ ବିଷୟର ବିଶଦ ବର୍ଣ୍ଣନାକୁ ପୁନରାବୃତ୍ତି ନ କରି ସାଦ୍ଦୁକୀମାନେ ସେହି କାହାଣୀକୁ ସଂକ୍ଷିପ୍ତ କରନ୍ତି I ବିକଳ୍ପ ଅନୁବାଦ: “ଦ୍ୱିତୀୟଟି ତାହାକୁ ବିବାହ କଲା ଏବଂ ସମାନ ବିଷୟ ଘଟିଲା” ବା “ଦ୍ୱିତୀୟ ଭାଇ ତାହାକୁ ବିବାହ କଲା ଓ କୌଣସି ସନ୍ତାନ ଲାଭ ନ କରି ମଲା” (ଦେଖ: [[rc://*/ta/man/translate/figs-ellipsis]]) # the second ଭାଇ ନମ୍ବର ଦୁଇ ବା “ଜେଷ୍ଠ ଭାଇ ଯିଏ ସେପର୍ଯ୍ୟନ୍ତ ଜୀବିତ ଥିଲା” (ଦେଖ: [[rc://*/ta/man/translate/translate-ordinal]])