# But he understood their craftiness କିନ୍ତୁ ଯୀଶୁ ବୁଝିପାରିଲେ ଯେ ସେମାନେ କେତେ ଦୂର ଧୁର୍ତ୍ତ ଥିଲେ ବା “କିନ୍ତୁ ଯୀଶୁ ଦେଖିଲେ ଯେ ସେମାନେ ତାଙ୍କୁ ଫାନ୍ଦରେ ପକାଇବାକୁ ଚେଷ୍ଟା କରୁଛନ୍ତି I” “ସେମାନଙ୍କ” ଶବ୍ଦ ଚରମାନଙ୍କୁ ସୂଚାଏ I