# General Information: ଯୀଶୁ ପ୍ରଧାନ ଯାଜକମାନଙ୍କୁ, ଶାସ୍ତ୍ରୀମାନଙ୍କୁ ଏବଂ ପ୍ରାଚୀନମାନଙ୍କୁ ପ୍ରତ୍ୟୁତ୍ତର ଦିଅନ୍ତି I # So he answered and said to them ଯୀଶୁ ଉତ୍ତର ଦେଲେ # I will also ask you a question, and you tell me “ମୁଁ ମଧ୍ୟ ... ତୁମ୍ଭମାନଙ୍କୁ ଏକ ପ୍ରଶ୍ନ ପଚାରିବି” ଏକ ଉକ୍ତି ଅଟେ I “ତୁମ୍ଭେମାନେ ମୋତେ କୁହ” ଏକ ଆଜ୍ଞା ଅଟେ I