# Now, there was a man “ଦେଖ” ଶବ୍ଦ କାହାଣୀରେ ଏକ ନୂତନ ବ୍ୟକ୍ତିଙ୍କ ସମ୍ପର୍କରେ ଆମ୍ଭମାନଙ୍କୁ ସତର୍କ କରେ I ବିକଳ୍ପ ଅନୁବାଦ: “ତୁମର ଭାଷାରେ ହୁଏତ ଏହା କରିବା ପାଇଁ ଏକ ଶୈଳୀ ଥାଇପାରେ I ବିକଳ୍ପ ଅନୁବାଦ: “ଜଣେ ଲୋକ ଥିଲା ଯିଏ” (ଦେଖ: [[rc://*/ta/man/translate/writing-participants]]) # he was a chief tax collector, and he was rich ଏହା ଜଖିୟ ସମ୍ପର୍କରେ ପୃଷ୍ଟଭୂମି ତଥ୍ୟ ଅଟେ I (ଦେଖ: [[rc://*/ta/man/translate/writing-background]])