# The ones who were walking ahead ଯେଉଁ ଲୋକମାନେ ଲୋକସମୂହର ଆଗେ ଆଗେ ଚାଲୁଥିଲେ # would be quiet ନୀରବ ରହିବାକୁ କିମ୍ବା “ଚିତ୍କାର ନ କରିବାକୁ” # he kept crying out much more ଏହାର ଅର୍ଥ ହୋଇପାରେ ଯେ ସେ ଉଚ୍ଚସ୍ୱରରେ ଚିତ୍କାର କଲା ବା ସେ ଅନବରତ ଚିତ୍କାର କଲା I