# So ଏହି ବାକ୍ୟ ଏକ ଘଟଣାକୁ ଚିହ୍ନିତ କରେ, ଯାହା ପ୍ରଥମରେ ଅନ୍ୟ କିଛି ବିଷୟ ଘଟିବା ହେତୁ ଘଟିଲା I ଏହି କ୍ଷେତ୍ରରେ, ଲୋକସମୂହ ସେହି ଅନ୍ଧ ଲୋକକୁ କହିଥିଲେ ଯେ ଯୀଶୁ ସେହି ବାଟ ଦେଇ ଚାଲି ଯାଉଛନ୍ତି I # he cried out ଡାକିଲା କିମ୍ବା “ ଚିତ୍କାର କଲା “ # Son of David ଯୀଶୁ ଇସ୍ରାଏଲର ସବୁଠାରୁ ମହତ୍ତ୍ଵପୂର୍ଣ ରାଜା ଦାଉଦଙ୍କ ବଂଶଧର ଥିଲେ I # have mercy on me ମୋ ପ୍ରତି ଦୟା ପ୍ରକାଶ କର କିମ୍ବା ମୋ ପ୍ରତି କରୁଣା କର