# Connecting Statement: ଈଶ୍ୱରଙ୍କ ରାଜ୍ୟରେ ପ୍ରବେଶ କରିବା ସମ୍ପର୍କରେ କଥୋପକଥାନର ଏହା ସମାପ୍ତି ଅଟେ I # Look, we ଏହି ବାକ୍ୟାଂଶ କେବଳ ଶିଷ୍ୟମାନଙ୍କୁ ସୂଚାଇଥାଏ, ଏବଂ ସେମାନଙ୍କୁ ଧନୀ ଅଧ୍ୟକ୍ଷଙ୍କ ବିପରୀତ ଭାବରେ ଦେଖାଇଥାଏ I # we have left ଆମ୍ଭେମାନେ ପରିତ୍ୟାଗ କରିଛୁ କିମ୍ବା “ଆମ୍ଭେମାନେ ପଛରେ ଛାଡି ଦେଇ ଆସିଛୁ” # everything ଆମ୍ଭମାନଙ୍କର ସମସ୍ତ ଧନ କିମ୍ବା “ଆମ୍ଭମାନଙ୍କର ସମସ୍ତ ସମ୍ପତ୍ତି”