# it rained fire and sulfur from heaven ଅଗ୍ନି ଓ ଜ୍ବଳନ୍ତ ଗନ୍ଧକ ଆକାଶରୁ ବୃଷ୍ଟି ପରି ପଡିଲା # destroyed them all ଏହା ଲୋଟ ଏବଂ ତାଙ୍କ ପରିବାରକୁ ଅନ୍ତର୍ଭୁକ୍ତ କରେ ନାହିଁ I ବିକଳ୍ପ ଅନୁବାଦ: “ଯେଉଁମାନେ ନଗର ମଧ୍ୟରେ ରହିଲେ ସେସମସ୍ତଙ୍କୁ ବିନାଶ କଲା”