# General Information: ଯୀଶୁ 10 ଜଣ କୁଷ୍ଠୀରୋଗୀଙ୍କୁ ସୁସ୍ଥ କଲେ I ପଦ 11 ଏବଂ 12 ପୃଷ୍ଠଭୂମି ତଥ୍ୟ ଓ ଘଟଣାର ପରିପ୍ରେକ୍ଷୀ ଦିଅନ୍ତି I (ଦେଖ: [[rc://*/ta/man/translate/writing-background]]) # Now it came about that ଏକ ନୂତନ ଘଟଣାର ଆରମ୍ଭକୁ ଚିହ୍ନିତ କରିବା ପାଇଁ ଏହି ବାକ୍ୟାଂଶ ଏଠାରେ ବ୍ୟବହୃତ ହୋଇଛି I ଯଦି ତୁମର ଭାଷାରେ ଏହା କରିବା ନିମନ୍ତେ କୌଣସି ଏକ ଉପାୟ ଅଛି, ତୁମେ ତାହାକୁ ଏଠାରେ ବ୍ୟବହାର କରିବା ପାଇଁ ବିଚାର କରିପାର I (ଦେଖ: [[rc://*/ta/man/translate/writing-newevent]]) # as he went up to Jerusalem ଯୀଶୁ ଏବଂ ତାଙ୍କ ଶିଷ୍ୟମାନେ ଯିରୂଶାଲମକୁ ଯାତ୍ରା କଲାବେଳେ