# Child ଧନୀ ଲୋକ ଅବ୍ରହାମଙ୍କର ଜଣେ ବଂଶଧର ଥିଲା I # good things ଉତ୍ତମ ବିଷୟଗୁଡିକ ବା “ଆମୋଦଦାୟକ ବିଷୟଗୁଡିକ” # in like manner evil things ସେହି ପ୍ରକାରେ ମନ୍ଦ ବିଷୟଗୁଡିକ ପାଇଲା ବା “ସେହି ପ୍ରକାରେ ଏଭଳି ବିଷୟଗୁଡିକ ପାଇଲା ଯାହା ତାକୁ ଦୁଃଖଭୋଗ କରିବାକୁ ଦେଲା” # in like manner ଏହା ଏହି ବାସ୍ତବତାକୁ ସୂଚାଏ ଯେ ସେମାନେ ଏହି ଜଗତରେ ବଞ୍ଚିଥିବାବେଳେ ଉଭୟେ କିଛି କିଛି ପାଇଥିଲେ I ଏହା କୁହାଯାଉନାହିଁ ଯେ ସେମାନେ ସମାନ ବିଷୟଗୁଡିକ ପାଇଥିଲେ I ବିକଳ୍ପ ଅନୁବାଦ: “ସେ ବଞ୍ଚିଥିବା ବେଳେ ପାଇଥିଲା” # he is comforted here ସେ ଏଠାରେ ଆରାମରେ ଅଛି ବା “ସେ ଏଠାରେ ଆନନ୍ଦରେ ଅଛି” # are in agony ଦୁଃଖଭୋଗ କରୁଥିଲା