# Now it came about that କାହାଣୀରେ ଏକ ଘଟଣାକୁ ଚିହିତ କରିବା ପାଇଁ ଏଠାରେ ଏହି ବାକ୍ୟାଂଶ ବ୍ୟବହୃତ ହୋଇଛି I ତୁମ ଭାଷାରେ ଏହା କରିବା ନିମନ୍ତେ ଯଦି ଏକ ଶୈଳୀ ରହିଛି, ତେବେ ତାହାକୁ ଏହି ସ୍ଥାନରେ ବ୍ୟବହାର କରିବା ନିମନ୍ତେ ବିଚାର କରିପାରିବ I (ଦେଖ: [[rc://*/ta/man/translate/writing-newevent]]) # was carried away by the angels ଏହାକୁ ସକ୍ରିୟ ରୂପରେ ବ୍ୟକ୍ତ କରାଯାଇପାରିବ I ବିକଳ୍ପ ଅନୁବାଦ: “ଦୂତମାନେ ତାହାକୁ ନେଇଗଲେ” (ଦେଖ: [[rc://*/ta/man/translate/figs-activepassive]]) # to Abraham's side ଏହା ସୂଚାଏ ଯେ ଗ୍ରୀକ୍ ଶୈଳୀର ଉତ୍ସବରେ ଯେପରି ଦେଖାଯାଏ ସେହିପରି ଅବ୍ରହାମ ଏବଂ ଲାଜାର ପରସ୍ପର ଆଡ଼କୁ ଆଉଜି ପଡୁଥିଲେ I ଅନେକ ସମୟରେ ସ୍ୱର୍ଗରେ ଆନନ୍ଦ କରିବା ଶାସ୍ତ୍ର ଅନୁସାରେ ଏକ ଉତ୍ସବ ପାଳନର ଚିନ୍ତାଧାରାକୁ ପ୍ରକାଶ କରେ I (ଦେଖ: [[rc://*/ta/man/translate/figs-explicit]]) # was buried ଏହାକୁ ସକ୍ରିୟ ରୂପରେ ବ୍ୟକ୍ତ କରାଯାଇପାରିବ I ବିକଳ୍ପ ଅନୁବାଦ: “ଲୋକମାନେ ତାକୁ ସମାଧିସ୍ଥ କଲେ (ଦେଖ: [[rc://*/ta/man/translate/figs-activepassive]])