# the debters of his master ଯେଉଁ ଲୋକମାନେ ତାହାର ପ୍ରଭୁର ଖାତକ ଥିଲେ ବା “ତା’ର ପ୍ରଭୁଙ୍କ ଠାରୁ ବିଭିନ୍ନ ଋଣ କରିଥିବା ଲୋକମାନେ I” ଏହି କାହାଣୀରେ ଖାତକମାନେ ଜୀତ ତୈଳ ଏବଂ ଗହମ କରଜ କରିଥିଲେ I