# this son of mine was dead, and now is alive ଏହି ରୂପକ ପୁଅ ବାହାରକୁ ଚାଲି ଯିବା ବିଷୟରେ କହେ ଯେ ସତେ ଯେପରି ସେ ମୃତ ହୋଇଥିଲା I ବିକଳ୍ପ ଅନୁବାଦ: “ସତେ ଯେପରି ମୋହର ପୁଅ ମୃତ ହୋଇଥିଲା ଏବଂ ପୂନର୍ବାର ଜୀବିତ ହେଲା” ବା “ମୁଁ ମୋର ପୁଅ ମରିଯାଇଛି ବୋଲି ଅନୁଭବ କରୁଥିଲି, କିନ୍ତୁ ସେ ବର୍ତ୍ତମାନ ଜୀବିତ ଅଟେ” (ଦେଖ: [[rc://*/ta/man/translate/figs-metaphor]]) # he was lost, and now is found ଏହି ରୂପକ ପୁଅ ବାହାରକୁ ଚାଲି ଯିବା ବିଷୟରେ କହେ ଯେ ସତେ ଯେପରି ସେ ମୃତ ହୋଇଥିଲା I ବିକଳ୍ପ ଅନୁବାଦ: “ସତେ ଯେପରି ମୋହର ପୁଅ ହଜି ଯାଇଥିଲା ଏବଂ ବର୍ତ୍ତମାନ ମୁଁ ତାହାକୁ ପାଇଛି” ବା “ମୋର ପୁଅ ହଜିଯାଇଥିଲା, କିନ୍ତୁ ସେ ଗୃହକୁ ଫେରି ଆସିଛି” (ଦେଖ: [[rc://*/ta/man/translate/figs-metaphor]])