# So he went “ସେ” ଶବ୍ଦ ସାନପୁଅକୁ ସୂଚାଏ I # hired himself out ଏକ ଚାକିରୀ ଗ୍ରହଣ କଲା ବା “କାର୍ଯ୍ୟ କରିବା ଆରମ୍ଭ କଲା” # one of the citizens of that country ସେହି ଦେଶର ଜଣେ ଲୋକ # to feed pigs ସେହି ଲୋକର ଘୁଷୁରିମାନଙ୍କୁ ଖାଦ୍ୟ ଦେବା ନିମନ୍ତେ