# Struggle to enter through the narrow door ସଂକୀର୍ଣ୍ଣ ଦ୍ୱାର ଦେଇ ଯିବା ନିମନ୍ତେ କଠିନ ପରିଶ୍ରମ କର I ଈଶ୍ୱରଙ୍କ ରାଜ୍ୟର ପ୍ରବେଶ ଦ୍ୱାର ବିଷୟରେ ଯୀଶୁ କହୁଛନ୍ତି ସତେ ଯେପରି ତାହା ଏକ ଗୃହର ଛୋଟ କବାଟ ଅଟେ I ଯେହେତୁ ଯୀଶୁ ଏକ ଦଳକୁ କହୁଛନ୍ତି ସେଥିପାଇଁ ଏହି ଆଦେଶରେ “ତୁମ୍ଭେମାନେ” ଶବ୍ଦ ବହୁବଚନ ଅଟେ I (ଦେଖ: [[rc://*/ta/man/translate/figs-metaphor]]ଏବଂ [[rc://*/ta/man/translate/figs-you]]) # the narrow door ଯେହେତୁ ଦ୍ୱାର ସଂକୀର୍ଣ୍ଣ ଅଟେ ତାହା ସୂଚାଏ ଯେ ଏହା ଭିତକୁ ଯିବା କଷ୍ଟକର ଅଟେ I ଏହି ନିୟନ୍ତ୍ରିତ ଅର୍ଥକୁ ରଖିବା ପାଇଁ ଏହାକୁ ଏପରି ଭାବରେ ଅନୁବାଦ କର I (ଦେଖ: [[rc://*/ta/man/translate/figs-explicit]]) # many will seek to enter, but will not be able ପ୍ରବେଶ କରିବା ନିମନ୍ତେ ଅସୁବିଧା ହେତୁ ସେମାନେ ପ୍ରବେଶ କରିବାକୁ ଅସମର୍ଥ ହେବେ ବୋଲି ଏହା ସୂଚାଇଛି I ଏହାର ପରବର୍ତ୍ତୀ ପଦ ଏହି ଅସୁବିଧାକୁ ବ୍ୟାଖ୍ୟା କରେ I (ଦେଖ: [[rc://*/ta/man/translate/figs-explicit]])