# Connecting Statement: ଯୀଶୁ ତାଙ୍କର ଦୃଷ୍ଟାନ୍ତ କହିବା ସମାପ୍ତ କରନ୍ତି I ଏହା [ଲୂକ 12:1] (../ 12/ 01.ମଝି)ରେ ଆରମ୍ଭ ହୋଇଥିବା କାହାଣୀର ଅନ୍ତ ଅଟେ I # leave it alone ଗଛ ପ୍ରତି କିଛି କର ନାହିଁ ବା “ଏହାକୁ କାଟି ପକାଅ ନାହିଁ” # put manure on it ଭୂମିରେ ଖତ ଦେବି I ଖତ ପଶୁର ମଳ ଅଟେ I ବିକଳ୍ପ ଅନୁବାଦ: “ଲତାଗୁଡିକ ଓ ଗଛଗୁଡିକ ନିମନ୍ତେ ଉତ୍ତମ ମାଟି ପ୍ରସ୍ତୁତ କରିବା ପାଇଁ ଲୋକମାନେ ଏହାକୁ ଭୂମିରେ ପକାନ୍ତି I ବିକଳ୍ପ ଅନୁବାଦ: “ଏହା ଉପରେ ସାର ଦିଅ” (ଦେଖ: [[rc://*/ta/man/translate/figs-explicit]])