# Do you think that I came to bring peace on the earth? No, I tell you, but rather division ଯୀଶୁ ସେମାନଙ୍କ ଜାଣିବା ନିମନ୍ତେ ଏକ ପ୍ରଶ୍ନ ପଚାରନ୍ତି ଯେ ସେ ସେମାନଙ୍କର ଭ୍ରାନ୍ତ ବୁଝାମଣାର ସଂଶୋଧନ କରିବାକୁ ଯାଉଛନ୍ତି I ଦ୍ୱିତୀୟ ବାକ୍ୟରେ ବାଦ୍ ଦିଆଯାଇଥିବା “ମୁଁ ଆସିଛି” ଶବ୍ଦଗୁଡ଼ିକୁ ତୁମେ ହୁଏତ ଯୋଗ କରିପାର I ବିକଳ୍ପ ଅନୁବାଦ: “ତୁମ୍ଭେମାନେ ଭାବୁଛ ଯେ ମୁଁ ଏହି ପୃଥିବୀରେ ଶାନ୍ତି ଦେବାକୁ ଆସିଛି, କିନ୍ତୁ ମୁଁ କହୁଛି ଯେ ମୁଁ ସେଥିପାଇଁ ଆସି ନାହିଁ I ତାହା ପରିବର୍ତ୍ତେ ମୁଁ ବିଭେଦ ଆଣିବାକୁ ଆସିଛି” (ଦେଖ: [[rc://*/ta/man/translate/figs-rquestion]]) # division ଶତ୍ରୁତା ବା “ମତଭେଦ”