# General Information: 41 ପଦରେ କାହାଣୀର ପ୍ରବାହରେ ଏକ ବିରତି ରହିଛି କାରଣ ପିତର ଯୀଶୁଙ୍କୁ ପୂର୍ବବର୍ତ୍ତୀ ଦୃଷ୍ଟାନ୍ତ ସମ୍ପର୍କରେ ଏକ ପ୍ରଶ୍ନ ପଚାରନ୍ତି I # Connecting Statement: 42 ପଦରେ, ଯୀଶୁ ଆଉ ଏକ ଦୃଷ୍ଟାନ୍ତ କହିବା ଆରମ୍ଭ କରନ୍ତି I