# Connecting Statement: ଯୀଶୁ ତାଙ୍କର ଶିଷ୍ୟମାନଙ୍କୁ ଲୋକସମୂହ ସମ୍ମୁଖରେ ଶିକ୍ଷା ଦେବା ଜାରି ରଖନ୍ତି # For this reason ସେହି କାରଣରୁ ବା “ଏହି କାହାଣୀ ଯାହା ଶିକ୍ଷା ଦିଏ ସେହି କାରଣ ହେତୁ” # I say to you ମୁଁ ତୁମ୍ଭମାନଙ୍କୁ କିଛି ମହତ୍ତ୍ଵପୂର୍ଣ୍ଣ ବିଷୟ କହିବି ବା “ତୁମ୍ଭେମାନେ ଯତ୍ନପୂର୍ବକ ଏହା ଶୁଣିବା ଆବଶ୍ୟକ ଅଟେ” # about your body, what you will wear ତୁମ୍ଭମାନଙ୍କ ଶରୀର ସମ୍ପର୍କରେ ଓ ତୁମ୍ଭେମାନେ କ’ଣ ପିନ୍ଧିବ ବା “ତୁମ୍ଭମାନଙ୍କ ଶରୀରରେ ପିନ୍ଧିବା ପାଇଁ ଯଥେଷ୍ଟ ବସ୍ତ୍ର ହାସଲ କରିବା”