# General Information: ଏହା ଯୀଶୁଙ୍କ ଶିକ୍ଷାରେ ଏକ ବିରତି ଅଟେ I ଜଣେ ଲୋକ ଯୀଶୁଙ୍କୁ କିଛି କରିବା ନିମନ୍ତେ କହିଲା ଏବଂ ଯୀଶୁ ତାହାକୁ ପ୍ରତ୍ୟୁତ୍ତର ଦେଲେ I # to divide the inheritance with me ସେହି ସଂସ୍କୃତିରେ ସାଧାରଣତଃ ପିତାଙ୍କ ମୃତ୍ୟୁ ପରେ ଉତ୍ତରାଧିକାର ପିତାଙ୍କଠାରୁ ଆସୁଥିଲା I ତୁମେ ହୁଏତ ଏହି ସ୍ଥାନରେ ସ୍ପଷ୍ଟ କରିବା ଆବଶ୍ୟକ କରିପାର ଯେ ବକ୍ତାର ପିତାଙ୍କ ବୋଧହୁଏ ମୃତ୍ୟୁ ହୋଇ ଯାଇଛି I ବିକଳ୍ପ ଅନୁବାଦ: “ବର୍ତ୍ତମାନ ମୋର ପିତାଙ୍କ ସମ୍ପତ୍ତି ମୋ’ ସହିତ ଭାଗ କରିଦିଅ କାରଣ ମୋ’ ପିତା ମୃତ ଅଟନ୍ତି” (ଦେଖ: [[rc://*/ta/man/translate/figs-explicit]])