# General Information: ଏହା କାହାଣୀର ଅଂଶର ସମାପ୍ତି ଅଟେ ଯେଉଁଠାରେ ଯୀଶୁ ଫାରୂଶୀର ଗୃହରେ ଭୋଜନ କରନ୍ତି I ଏହି ପଦଗୁଡିକ ପାଠକକୁ କାହାଣୀର ମୁଖ୍ୟ ଅଂଶ ସମାପ୍ତ ହେବା ପରେ କଅଣ ଘଟିଲା ତାହା କୁହେ I # After he went out from there ଯୀଶୁ ଫାରୂଶୀର ଗୃହ ପରିତ୍ୟାଗ କରିବା ପରେ # argued against him about many things ଶାସ୍ତ୍ରୀ ଓ ଫାରୂଶୀମାନେ ସେମାନଙ୍କର ମତାମତକୁ ରକ୍ଷା କରିବା ନିମନ୍ତେ ଯୁକ୍ତିତର୍କ କଲେ ନାହିଁ, କିନ୍ତୁ ଯୀଶୁଙ୍କୁ ଫାନ୍ଦରେ ପକାଇବା ନିମନ୍ତେ ଚେଷ୍ଟା କଲେ ଯେପରି ସେମାନେ ତାଙ୍କୁ ଈଶ୍ୱରଙ୍କ ବ୍ୟବସ୍ଥା ଲଂଘନ ଦୋଷରେ ଦୋଷାରୋପ କରିପାରିବେ I