# For this reason ଏହା ପୂର୍ବବର୍ତ୍ତୀ ଉକ୍ତିକୁ ପୂନଃ ସୂଚିତ କରେ ଯେ ବ୍ୟବସ୍ଥାଶାସ୍ତ୍ରଜ୍ଞମାନେ ନୀତିନିୟମଗୁଡିକ ସହିତ ଲୋକମାନଙ୍କୁ ଭାରଗ୍ରସ୍ତ କରୁଛନ୍ତି I # the wisdom of God said ଜ୍ଞାନକୁ ଈଶ୍ୱରଙ୍କ ପକ୍ଷରେ କଥା କହି ପାରିବା ରୂପରେ ବିବେଚନା କରାଯାଏ I ବିକଳ୍ପ ଅନୁବାଦ: “ଈଶ୍ୱର ଆପଣା ଜ୍ଞାନରେ କଥା କହିଲେ” ବା “ଈଶ୍ୱର ଜ୍ଞାନପୂର୍ଣ୍ଣ ଭାବରେ କହିଲେ” (ଦେଖ: [[rc://*/ta/man/translate/figs-personification]]) # I will send to them prophets and apostles ମୁଁ ମୋର ଲୋକମାନଙ୍କ ନିକଟକୁ ଭାବବାଦୀମାନଙ୍କୁ ଓ ପ୍ରେରିତମାନଙ୍କୁ ପ୍ରେରଣ କରିବି I ଯୀଶୁ କଥା କହୁଥିବା ଯିହୂଦୀୟ ଶ୍ରୋତାମାନଙ୍କର ପୂର୍ବପୁରୁଷମାନଙ୍କ ନିକଟକୁ ସେ ଭାବବାଦୀମାନଙ୍କୁ ଓ ପ୍ରେରିତମାନଙ୍କୁ ପ୍ରେରଣ କରିବେ ବୋଲି ଈଶ୍ୱର ବହୁ ପୂର୍ବରୁ ଘୋଷଣା କରିଥିଲେ I # they will persecute and they will kill some of them ମୋର ଲୋକମାନେ କେତେକ ଭାବବାଦୀମାନଙ୍କୁ ଏବଂ ପ୍ରେରିତମାନଙ୍କୁ ତାଡନା କରିବେ ଓ ବଧ କରିବେ I ଯୀଶୁ କଥା କହୁଥିବା ଯିହୂଦୀୟ ଶ୍ରୋତାମାନଙ୍କ ପୂର୍ବପୁରୁଷମାନେ ଭାବବାଦୀମାନଙ୍କୁ ଓ ପ୍ରେରିତମାନଙ୍କୁ ତାଡନା କରିବେ ଓ ବଧ କରିବେ ବୋଲି ଈଶ୍ୱର ବହୁ ପୂର୍ବରୁ ଘୋଷଣା କରିଥିଲେ I