# give as charity what is inside ସେମାନେ ସେମାନଙ୍କ ଗିନା ଓ ଥାଳିଗୁଡିକ ସହିତ କ’ଣ କରିବା ଉଚିତ୍ ସେହି ବିଷୟକୁ ଏହା ସୂଚାଏ I ବିକଳ୍ପ ଅନୁବାଦ: “ତୁମ୍ଭମାନଙ୍କ ଗିନା ଓ ଥାଳିଗୁଡିକ ଭିତରେ ଯାହା ଅଛି ତାହା ଦରିଦ୍ରମାନଙ୍କୁ ଦିଅ” ବା “ଦରିଦ୍ରମାନଙ୍କ ପ୍ରତି ବଦାନ୍ୟ ହୁଅ” (ଦେଖ: [[rc://*/ta/man/translate/figs-explicit]]) # all things will be clean for you ତୁମ୍ଭେମାନେ ସମ୍ପୂର୍ଣ୍ଣ ରୂପରେ ଶୁଚି ହେବ ବା “ତୁମ୍ଭେମାନେ ଉଭୟ ବାହାରେ ଓ ଭିତରେ ଶୁଚି ହେବ”