# General Information: ଯୀଶୁ ଲୋକସମୂହ ପ୍ରତି ପ୍ରତ୍ୟୁତ୍ତର ଦେବା ଆରମ୍ଭ କରନ୍ତି # Others tested him ଅନ୍ୟ ଲୋକମାନେ ଯୀଶୁଙ୍କୁ ପରୀକ୍ଷା କଲେ I ସେମାନେ ଚାହିଁଲେ ଯେ ଈଶ୍ୱରଙ୍କଠାରୁ ତାଙ୍କର ଅଧିକାର ଆସିଛି ବୋଲି ସେ ପ୍ରମାଣିତ କରନ୍ତୁ I # and sought from him a sign from heaven ଏବଂ ତାଙ୍କୁ ଦେବା ପାଇଁ ସ୍ୱର୍ଗରୁ ଏକ ଚିହ୍ନ ମାଗିଲେ ବା “ଦାବୀ କଲେ ଯେ ସେ ସ୍ୱର୍ଗରୁ ଏକ ଚିହ୍ନ ଦିଅନ୍ତୁ I” ତାଙ୍କର ଅଧିକାର ଯେ ଈଶ୍ୱରଙ୍କଠାରୁ ଆଗତ ତାହା ଏହି ପ୍ରକାରେ ପ୍ରମାଣିତ କରିବା ନିମନ୍ତେ ସେମାନେ ଚାହିଁଲେ I