# But it will be more tolerable for Tyre and Sidon at the judgment than for you ସେମାନ ବିଚାରର କାରଣକୁ ସ୍ପଷ୍ଟ କରି କହିବା ହୁଏତ ସହାୟକ ହେବ I ବିକଳ୍ପ ଅନୁବାଦ: “ଯଦିଓ ତୁମ୍ଭେମାନେ ମୋତେ ଆଶ୍ଚର୍ଯ୍ୟକର୍ମମାନ କରିବା ଦେଖିଲ, କିନ୍ତୁ ଯେହେତୁ ତୁମ୍ଭେମାନେ ମନପରିବର୍ତ୍ତନ କଲ ନାହିଁ ଓ ମୋ’ଠାରେ ବିଶ୍ୱାସ କଲ ନାହିଁ, ଈଶ୍ୱର ସୋର ଓ ସୀଦୋନର ଲୋକମାନଙ୍କୁ ବିଚାର କରିବା ଅପେକ୍ଷା ତୁମ୍ଭମାନଙ୍କୁ ଅଧିକ କଠୋର ଭାବରେ ବିଚାର କରିବେ” (ଦେଖ: [[rc://*/ta/man/translate/figs-explicit]] ଏବଂ [[rc://*/ta/man/translate/figs-metonymy]]) # at the judgment ସେହି ଚୁଡାନ୍ତ ଦିନରେ ଯେତେବେଳେ ଈଶ୍ୱର ପ୍ରତ୍ୟେକର ବିଚାର କରନ୍ତି