# Peace be on this house ଏହା ଉଭୟ ଏକ ନମସ୍କାର ଏବଂ ଏକ ଆଶୀର୍ବାଦ ଅଟେ I ଏଠାରେ “ଗୃହ” ସେହି ଘରେ ବାସ କରୁଥିବା ଲୋକମାନଙ୍କୁ ସୂଚାଏ I ବିକଳ୍ପ ଅନୁବାଦ: “ଏହି ଗୃହରେ ଥିବା ଲୋକମାନେ ଶାନ୍ତିପ୍ରାପ୍ତ ହେଉନ୍ତୁ” (ଦେଖ: [[rc://*/ta/man/translate/figs-metonymy]])