# The foxes have holes ... does not have anywhere he might lay his head ଯୀଶୁ ଏକ ହିତୋପଦେଶ ସହିତ ପ୍ରତ୍ୟୁତ୍ତର ଦେଇ ଯୀଶୁଙ୍କର ଶିଷ୍ୟ ହେବା ବିଷୟରେ ଶିକ୍ଷା ଦିଅନ୍ତି I ଯୀଶୁ ସୂଚାଇ ଦିଅନ୍ତି ଯେ ଯଦି କେହି ତାଙ୍କର ଅନୁଗାମୀ ହେବା ପାଇଁ ଇଚ୍ଛା କରେ ତେବେ ହୁଏତ ସେହି ଲୋକ ନିମନ୍ତେ ମଧ୍ୟ ଗୃହ ନ ଥିବ I ବିକଳ୍ପ ଅନୁବାଦ: “କୋକିଶିଆଳିମାନଙ୍କର ଗାତ ଅଛି ...ତାଙ୍କର ମୁଣ୍ଡ ଗୁଞ୍ଜିବା ପାଇଁ କେଉଁଠି ବି ସ୍ଥାନ ନାହିଁ I ତେଣୁ ଅପେକ୍ଷା କର ନାହିଁ ଯେ ତୁମର ବି ଏକ ଗୃହ ହେବ” (ଦେଖ: [[rc://*/ta/man/translate/writing-proverbs]] ଏବଂ [[rc://*/ta/man/translate/figs-explicit]]) # The foxes ଏଗୁଡିକ ଭୂମିରେ ବାସ କରୁଥିବା ପଶୁ ଯାହା ଛୋଟ କୁକୁରଗୁଡିକ ପରି ଅଟନ୍ତି I ସେମାନେ ମାଟି ତଳେ ଏକ ଗୁମ୍ଫା ବା ଗାତରେ ରହନ୍ତି # the birds in the sky ଆକାଶରେ ଉଡୁଥିବା ପକ୍ଷୀମାନେ # the Son of Man has ... his head ଯୀଶୁ ନିଜ ସମ୍ପର୍କରେ ତୃତୀୟ ପୁରୁଷରେ କହନ୍ତି I ବିକଳ୍ପ ଅନୁବାଦ: “ମୁଁ, ମନୁଷ୍ୟପୁତ୍ର ମୋର ମୁଣ୍ଡ ଗୁଞ୍ଜିବା ପାଇଁ ସ୍ଥାନ ନାହିଁ (ଦେଖ: [[rc://*/ta/man/translate/figs-123person]]) # does not have anywhere he might lay his head କେଉଁଠାରେ ବି ମୋର ମୁଣ୍ଡ ଗୁଞ୍ଜିବା ପାଇଁ ସ୍ଥାନ ନାହିଁ ବା “ଶୟନ କରିବା ପାଇଁ ସ୍ଥାନ ନାହିଁ I” ଯୀଶୁ ଗୁରୁତ୍ଵ ଆରୋପ କରିବା ପାଇଁ ଅତିରଞ୍ଜିତ କରନ୍ତି ଯେ ତାଙ୍କର କୌଣସି ସ୍ଥାୟୀ ଗୃହ ନାହିଁ ଏବଂ ଲୋକମାନେ ଅନେକ ସମୟରେ ତାଙ୍କୁ ସେମାନଙ୍କ ସହିତ ରହିବା ନିମନ୍ତେ ନିମନ୍ତ୍ରଣ କରନ୍ତି ନାହିଁ I (ଦେଖ: [[rc://*/ta/man/translate/figs-hyperbole]])