# Behold, a man from the crowd “ଦେଖ” ଶବ୍ଦ ଆମ୍ଭମାନଙ୍କୁ କାହାଣୀରେ ଏକ ନୂତନ ବ୍ୟକ୍ତି ପ୍ରତି ସତର୍କ କରେ I ଏହା କରିବା ନିମନ୍ତେ ତୁମର ଭାଷାର ହୁଏତ ଏକ ଶୈଳୀ ଥାଇପାରେ I ଇଂରାଜୀ ଭାଷା ଅନୁସାରେ, “ଲୋକସମୂହ ମଧ୍ୟରେ ଜଣେ ଲୋକ ଥିଲା ଯିଏ” (ଦେଖ: [[rc://*/ta/man/translate/writing-participants]])