# They kept silent ... of what they had seen ଏହା ଏକ ତଥ୍ୟ ଯାହା କାହାଣୀ ମଧ୍ୟରେ ଥିବା ଘଟନାଗୁଡିକର ଫଳାଫଳ ଭାବରେ କାହାଣୀ ପରେ କ'ଣ ଘଟିଲା ତାହା ଜଣାଏ I (ଦେଖ: [[rc://*/ta/man/translate/writing-endofstory]]) # kept silent ... told no one ପ୍ରଥମ ବାକ୍ୟାଂଶ ସେମାନଙ୍କ ତତକ୍ଷଣାତ୍ ପ୍ରତ୍ୟୁତ୍ତରକୁ ସୂଚାଏ, ଏବଂ ଦ୍ୱିତୀୟଟି ପରବର୍ତ୍ତୀ ଦିନଗୁଡିକରେ ସେମାନଙ୍କ କାର୍ଯ୍ୟଗୁଡିକୁ ସୂଚାଏ I