# When he came to the house ସେମାନେ ଯେତେବେଳେ ଗୃହକୁ ଆସିଲେ I ଯୀଶୁ ଯାଇରସଙ୍କ ସହିତ ସେଠାକୁ ଗଲେ I ଯୀଶୁଙ୍କ କେତେକ ଶିଷ୍ୟମାନେ ମଧ୍ୟ ସେମାନଙ୍କ ସହିତ ଗଲେ I # he did not allowed anyone ... except Peter and John and James, and the father of the child and her mother ଏହାକୁ ଆସ୍ତିସୂଚକ ଭାବରେ ବ୍ୟକ୍ତ କରାଯାଇପାରେ I ବିକଳ୍ପ ଅନୁବାଦ: “ଯୀଶୁ କେବଳ ପିତର, ଯୋହନ, ଯାକୁବ ଓ ଝିଅର ପିତାମାତାଙ୍କୁ ତାଙ୍କ ସହିତ ଭିତରକୁ ଯିବା ନିମନ୍ତେ ଅନୁମତି ଦେଲେ” # the father of the child ଏହା ଯାଇରସଙ୍କୁ ସୂଚାଇଥାଏ