# Daughter ଏହା ଜଣେ ସ୍ତ୍ରୀକୁ କୋମଳ ଭାବରେ କହିବାର ଏକ ଶୈଳୀ ଅଟେ I ତୁମ ଭାଷାରେ ହୁଏତ ଏହିପରି ଦୟା ପ୍ରଦର୍ଶନ କରିବା ପାଇଁ ଅନ୍ୟ ପ୍ରକାର ଶୈଳୀ ଥାଇପାରେ I # your faith has made you well ତୁମର ବିଶ୍ୱାସ ହେତୁ ତୁମେ ସୁସ୍ଥ ହୋଇଛ I ଗୁଣବାଚକ ବିଶେଷ୍ୟ “ବିଶ୍ୱାସ”କୁ ଏକ କାର୍ଯ୍ୟ ଭାବରେ ବ୍ୟକ୍ତ କରାଯାଇ ପାରିବ I ବିକଳ୍ପ ଅନୁବାଦ: ଯେହେତୁ ତୁମେ ବିଶ୍ୱାସ କରୁଛ, ତୁମେ ସୁସ୍ଥ ହୋଇଛ” (ଦେଖ: [[rc://*/ta/man/translate/figs-abstractnouns]]) # Go in peace ଏହି ଋଢ଼ି “ବିଦାୟ ଦେବା” ଏବଂ ତହିଁ ସଙ୍ଗେ ସଙ୍ଗେ ଆଶୀର୍ବାଦ ଦେବା ବିଷୟକୁ କହିବାର ଶୈଳୀ ଅଟେ I ବିକଳ୍ପ ଅନୁବାଦ: “ତୁମେ ଯାଉ ଯାଉ ଆଉ ଅଧିକ ଚିନ୍ତା କର ନାହିଁ” ବା “ତୁମେ ଯିବା ବେଳେ ଈଶ୍ୱର ତୁମକୁ ଶାନ୍ତି ଦିଅନ୍ତୁ” (ଦେଖ: [[rc://*/ta/man/translate/figs-idiom]])